ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବିବାହ ପରେ ସମସ୍ତେ ସନ୍ତାନଟିଏ ଚାହିଁଥାନ୍ତି। କିନ୍ତୁ ବିଭିନ୍ନ ସମସ୍ୟା କାରଣରୁ ଅନେକ ସନ୍ତାନ ସୁଖରୁ ବଞ୍ଚିତ ହୋଇଥାନ୍ତି। ଏବେ ଏହି ସମସ୍ୟା ଦୂର ହୋଇପାରୁଛି ବୋଲି ଡାକ୍ତର କୁହନ୍ତି।
ଗର୍ଭଧାରଣରେ ଯଦି କୌଣସି ସମସ୍ୟା ରହିଛି ତେବେ ଆଇଭିଏଫ୍ ଜରିଆରେ ବାପା-ମା’ ହୋଇପାରିବେ। ଏହାକୁ ଟେଷ୍ଟଟ୍ୟୁବ ବେବି ବୋଲି କୁହାଯାଏ।
ତେବେ କେମିତି ହୁଏ ଟେଷ୍ଟଟ୍ୟୁବ ବେବି? ସେ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।
Tags: #IVF #WorldIVFDay #Celebration #InVitroFertilization #ChildBirth