ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ କୋଳ ଯାଦୁ ଜଙ୍ଘ ଏବଂ ଏହାର ଆଖପାଖ ସ୍ଥାନରେ ହୋଇଥାଏ। ଯାଦୁ ଶରୀରର ଯେକୌଣସି ସ୍ଥାନରେ ମଧ୍ୟ ହୋଇପାରେ। ଏହାର ଚିକିତ୍ସା ନକଲେ ଧୀରେ ଧୀରେ ଏହାର ଆକାରରେ ବୃଦ୍ଧି ପାଇଥାଏ ବୋଲି ଡାକ୍ତର କୁହନ୍ତି।
କୋଳ ଯାଦୁର ମୁଖ୍ୟ କାରଣ ହେଉଛି ଫଙ୍ଗାଲ ଇନଫେକ୍ସନ। ଏହାର ଚିକିତ୍ସା କରିବା ଜରୁରୀ। ତେବେ କାହିଁକି ହୁଏ କୋଳ ଯାଦୁ ଏବଂ କିଭଳି ଏହା ଭଲ ହେବ? ସେ ନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦେବସ୍ମିତା ବେହେରା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।
Tags: #JockItch #Treatment #DoctorsAdvice #OdiaHealthTips #Symptoms

















