ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ରେଷ୍ଟଲେସ୍ ଲେଗ୍ ସିଣ୍ଡ୍ରୋମ୍ ହେଉଛି ଏମିତି ଏକ ସମସ୍ୟା, ଯେଉଁଥିରେ ଦୁଇଗୋଡ଼ ପାଦ ଓ ଜଙ୍ଘରେ ବିନ୍ଧା ହୋଇଥାଏ। ବିଶେଷ କରି ଶୋଇବା ସମୟରେ, ବିଶ୍ରାମ କରିବା ବେଳେ ଗୋଡ଼ରେ ଯନ୍ତ୍ରଣା ହୋଇଥାଏ ବୋଲି ଡାକ୍ତର କୁହନ୍ତି।
ତେବେ ରେଷ୍ଟ ଲେସ୍ ଲେଗ୍ ସିଣ୍ଡ୍ରୋମ୍ର କାରଣ କ’ଣ, କେମିତି ଏହାକୁ ଚିହ୍ନି ହେବ ଏବଂ କ’ଣ ରହିଛି ଏହାର ଚିକିତ୍ସା? ସେ ସମ୍ପର୍କରେ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁତ ରଞ୍ଜନ ଭୂୟାଁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।
Tags: #LegSyndrome #healthCare #Odiahealthtips #doctorsadvice #treatment















