ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

https://youtu.be/xgMFz2G7aaU?si=szCitWCuWS7yuAWx

ଆଜିକାଲି ମୁଣ୍ଡ ବିନ୍ଧିବା ସାଧାରଣ ସମସ୍ୟା। ମାନସିକ ଚାପ ବା ଟେନସନ୍ ଯୋଗୁଁ ମୁଣ୍ଡବିନ୍ଧା ସମସ୍ତେ କେବେନା କେବେ ଅନୁଭବ କରିଥାଆନ୍ତି। ପ୍ରଥମେ ଟେନସନରୁ ମୁଣ୍ଡ ବିନ୍ଧୁଛି ବୋଲି ଜାଣିବା ଆବଶ୍ୟକ।

ତେବେ ଟେନସନ୍ ଯୋଗୁଁ ମୁଣ୍ଡ ବିନ୍ଧା କାହିଁକି ହୁଏ, ଏହାର ଲକ୍ଷଣ କ’ଣ ଏବଂ କିପରି ଏହାର ଚିକିତ୍ସା କରାଯାଏ? ସେ ସମ୍ପର୍କରେ ନ୍ୟୁରୋଲୋଜିଷ୍ଟ ସୁଶାନ୍ତ କୁମାର ଖିଲାର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Tensiontypeheadaches #symptoms #treatment #odiahealthtips #doctorsadvice

Comment