ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ରୋଜାସିଆ ହେଉଛି ଏକ ପ୍ରକାରର ଚର୍ମରୋଗ। ରୋଜାସିଆ ହୋଇଥିଲେ ମୁହଁ ନାଲି ପଡ଼ିଯାଏ। ସାଧାରଣତଃ ଦୁଇ ଗାଲ ନାଲ ପଡ଼ିବା ସହିତ ଅନେକଙ୍କଠାରେ ରକ୍ତଶୀରା ଦେଖାଯାଏ ବୋଲି ଡାକ୍ତର କୁହନ୍ତି।
ରୋଜାସିଆ କ’ଣ, ଏହାର ଚିକିତ୍ସା କେମିତି ହୁଏ ଏବଂ ରୋଜାସିଆ ହୋଇଥିଲେ ତ୍ଵଚାର ଯତ୍ନ କେମିତି ନେବେ? ସେ ସମ୍ପର୍କରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦେବସ୍ମିତା ବେହେରା କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।
Tags: #rosacea #treatment #Prevention #odiahealthtips #doctorsadvice

















