ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଥର ସାଧାରଣ ନିର୍ବାଚନରେ ବାଲେଶ୍ଵର ଲୋକସଭା ଆସନରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ। ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ବିଜେପିରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କଂଗ୍ରେସରୁ ଶ୍ରୀକାନ୍ତ ଜେନା ଆଉ ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର। କିଏ ଜିତିବ ବାଜି? କାହାକୁ ବାଛିବେ ଜନତା?

ଓଡ଼ିଶାଲାଇଭ୍ ପ୍ରସ୍ତୁତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ନିର୍ବାଚନୀ ମହାସମର ୨୦୨୪’ରେ ଦେଖନ୍ତୁ କ’ଣ କହୁଛି ବାଲେଶ୍ଵରର ଭୋଟ୍ ଗଣିତ।

Tags: #Politics #OdishaPalitics #OdishaAssemblyElections2024 #Voting #BaleswarPolitics #Voters #Odisha

Comment