ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତି ବର୍ଷ ଜୁନ ୨୧ ତାରିଖକୁ ବିଶ୍ଵବ୍ୟାପି ଏହି ଦିବସ ପାଳନ କରାଯାଉଛି। ଯୋଗ ମଣିଷକୁ ଶାରୀରିକ ଏବଂ ମାନସିକସ୍ତରରେ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏପରିକି ଯୋଗ ଦ୍ଵାରା ଡାଏବେଟିସ୍ ନିୟନ୍ତ୍ରଣ ହୋଇପାରିବ ବୋଲି ବିଶେଷଜ୍ଞ କୁହନ୍ତି।

ଯୋଗର ବିଭିନ୍ନ ଶୈଳୀ, ମୁଦ୍ରା, ନିଶ୍ୱାସ ପ୍ରଶ୍ୱାସ ନେବାର କୌଶଳ ଏବଂ ମେଡିଟେସନ ଆଦି ଉପଯୋଗ କରି ଜଣେ ମଣିଷ ସୁସ୍ଥ ଏବଂ ସୁନ୍ଦର ଜୀବନଟିଏ ବଞ୍ଚି ପାରିବ।

ସ୍ଵାସ୍ଥ୍ୟ କହିଲେ ଏକ ସୁସ୍ଥ ମନ ଏବଂ ସୁସ୍ଥ ଶରୀରକୁ ବୁଝାଏ। ତେଣୁ ସୁସ୍ଥ ରହିବାକୁ ହେଲେ ଆମକୁ ପ୍ରତିଦିନ ଯୋଗ, ପ୍ରାଣାୟାମ ଏବଂ ବ୍ୟାୟାମ କରିବାକୁ ହେବ।

ତେବେ ଯୋଗ ଦ୍ଵାରା ଡାଏବେଟିସକୁ କିପରି ନିୟନ୍ତ୍ରଣ କରିହେବ, ସେ ସମ୍ପର୍କରେ ଯୋଗ ଏକ୍ସପର୍ଟ ପ୍ରତ୍ୟୁଷ ରଞ୍ଜନ ରାୟ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #InternationalYogaDay2024 #Yoga #YogaBenefits #SuryaNamaskar #OdiaHealthTips

LEAVE A REPLY

Please enter your comment!
Please enter your name here