ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ବିଭିନ୍ନ କାରଣରୁ ଅଣ୍ଟା ଏବଂ ବେକ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଉଛି। ଯୋଗ ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ବୋଲି କୁହନ୍ତି ଯୋଗ ପ୍ରଶିକ୍ଷକ।

ବର୍ତ୍ତମାନ ସମୟରେ ଯୋଗର ଉପକାରିତାକୁ ଲୋକେ ଅନୁଭବ କଲେଣି। ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରହିବା ପାଇଁ ଯୋଗ ଏବେ ଏକ ମାଧ୍ୟମ ମଧ୍ୟ ପାଲଟିଛି।

ଅଣ୍ଟା ଏବଂ ବେକ ବିନ୍ଧା ସମସ୍ୟାରୁ ଉପଶମ ପାଇଁ ନିୟମିତ ଯୋଗ, ବ୍ୟାୟାମ ତଥା ଆସନକୁ ସାମିଲ କରିବା ନିହାତି ଆବଶ୍ୟକ। ଅଣ୍ଟା ଏବଂ ବେକ ଯନ୍ତ୍ରଣାରୁ ଉପଶମ ପାଇଁ କେଉଁ ଯୋଗ କରିବା ଆବଶ୍ୟକ, ସେ ସମ୍ପର୍କରେ ଯୋଗ ପ୍ରଶିକ୍ଷକ ଗଣେଶ୍ଵର ଗୋଚ୍ଛିକାର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #InternationalYogaDay2024 #Yoga #YogaBenefits #BackPain #NeckPain #OdiaHealthTips

LEAVE A REPLY

Please enter your comment!
Please enter your name here