ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଖାଦ୍ୟପେୟରେ ଅନିୟମିତତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ମଣିଷଠାରେ ବିଭିନ୍ନ ରୋଗ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ଡାଏବେଟିସ୍ ଏବେ ବଡ଼ ସମସ୍ୟା ପାଲଟିଛି। ଘରେ ଘରେ କାହାକୁ ନା କାହାକୁ ଡାଏବେଟିସ୍ ହୋଇଥିବା ଦେଖିବାକୁ ମିଳୁଛି।

ଡାଏବେଟିସ୍‌ ପରିଚାଳନା କରିବା ପାଇଁ ସନ୍ତୁଳିତ ଡାଏଟ୍‌, ବ୍ୟାୟାମ ଏବଂ ଔଷଧର ଆବଶ୍ୟକତା ରହିଛି। ତେବେ ଡାଏବେଟିସ୍‌ ନିୟନ୍ତ୍ରଣ ପାଇଁ କ’ଣ କରିବେ, ସେ ସମ୍ପର୍କରେ ପ୍ରଫେସର ଡାକ୍ତର ଅଭୟ କୁମାର ସାହୁଙ୍କଠାରୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Diabetes #HealthTips #OdiaHealthTips #DoctorsAdvice #Exercise

LEAVE A REPLY

Please enter your comment!
Please enter your name here