ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏସ ଡିଏସ କୁଟ୍ଟେଙ୍କୁ ଗୃହ ବିଭାଗ ଓଏସଡ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ନିଲମ୍ବନ ହଟିବା ପରେ କୁଟ୍ଟେଙ୍କୁ ଏହି ନିଯୁକ୍ତି ମିଳିଛି। ନିର୍ବାଚନ ସମୟରେ ଡିଏସ କୁଟେଙ୍କୁ ନିଲମ୍ବନ କରିଥିଲେ ଭାରତୀୟ ନିର୍ବାଚନ କମିଶନ।  

ସେହିପରି ବରିଷ୍ଠ ଆଇପିଏସ ରବି କାନ୍ଦିଙ୍କୁ ମଧ୍ୟ ଗୃହ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି। ଆଇପିଏସ ରବିକାନ୍ତ ଆବାସିକ କମିଶନର ଥିଲେ। ତାଙ୍କ ସ୍ଥାନରେ ଆଇଏଏସ ବିଶାଳ ଗଗନଙ୍କୁ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।  

Tags: #OdishaGovt #DSKuttey #HomeDepartment #Appointment

Comment