ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରର ରତ୍ନ ଭଣ୍ଡାରକୁ ନେଇ ଅନେକଙ୍କ ମନରେ ଭିନ୍ନ ଭିନ୍ନ ପ୍ରଶ୍ନ। ରତ୍ନ ଭଣ୍ଡାର କେଉଁଠି ଅଛି, କେତୋଟି ଭଣ୍ଡାର ଅଛି, ଏହା ଭିତରେ କେତେ ରତ୍ନ ଅଛି ଏବଂ ଏହି ରତ୍ନ ସବୁ କେଉଁଠୁ ଆସିଲା ଏଭଳି ଅନେକ କଥା।
କେବଳ ସେତିକି ନୁହେଁ ସୁନାବେଶ ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କେଉଁ କେଉଁ ଅଳଙ୍କାର ଲାଗି ହୁଏ, ଏହି ଅଳଙ୍କାର ସବୁ କେଉଁଠୁ ଆସେ, ରତ୍ନ ଭଣ୍ଡାର ଏବଂ ସୁନାବେଶକୁ ନେଇ ଏଭଳି କିଛି ଜଣା ଅଜଣା କଥା ବିଷୟରେ ଓଡ଼ିଶାଲାଇଭ୍ ସହ ଆଲୋଚନା କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡକ୍ଟର ହରିହର କାନୁନଗୋ। ଦେଖନ୍ତୁ ଭିଡିଓ।
Tag: #Sunabesa #ShreeJagannath #Puri #ShreeMandira #Odisha