ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମା’ କ୍ଷୀର ହେଉଛି ଗୋଟିଏ ଶିଶୁ ପାଇଁ ଅମୃତ ସମାନ। ଗୋଟିଏ ନବଜାତ ଶିଶୁପାଇଁ ମା’ କ୍ଷୀରଠାରୁ ସର୍ବକୃଷ୍ଟ ଖାଦ୍ୟ ଅନ୍ୟ କିଛି ହୋଇନଥାଏ।। ବିଭିନ୍ନ ସମୟରେ ନବଜାତ ଶିଶୁ କାନ୍ଦିଲେ ତାକୁ ଫର୍ମୁଲେଟେଡ କ୍ଷୀର ଦେବାକୁ ପରିବାର ଲୋକେ ଚାହିଁଥାନ୍ତି। କିନ୍ତୁ ବାହାର କ୍ଷୀରଠାରୁ ନିଜ ଶିଶୁକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରଖିବା ଉଚିତ ବୋଲି ଡାକ୍ତର କୁହନ୍ତି।

ଶିଶୁ ଜନ୍ମ ହେବାର ୬ ମାସ ଯାଏଁ କେବଳ ମା’ କ୍ଷୀର ଖାଇବା ଦରକାର। ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଏହା ଅତ୍ୟନ୍ତ ଜରୁରୀ।

ଶିଶୁ ପାଇଁ ମା’ କ୍ଷୀର କେତେ ଜରୁରୀ, ନବଜାତ ଶିଶୁକୁ କେତେ ଥର ସ୍ତନ୍ୟପାନ କରାଇବା ଆବଶ୍ୟକ, ମା’ କ୍ଷୀର ହେଉଛି କି ନାହିଁ କେମିତି ଜାଣିବେ, ସେ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅଭିଲିପ୍ସା ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଶାର ଏହି ଭିଡିଓ।

Tags: #HealthTips #Breastfeeding #BabyCare #OdiaHealthTips #DoctorsAdvice

LEAVE A REPLY

Please enter your comment!
Please enter your name here