ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବର୍ତ୍ତମାନ ହୃଦଘାତ ସମସ୍ୟା ବଢ଼ିଚାଲିଛି। କିଛି ବୁଝିବା ଆଗରୁ ହୃଦଘାତର ଶିକାର ହେଉଛନ୍ତି କିଛି ଲୋକ। ଥରେ ହୃଦଘାତ ହେଲେ, ଯଦି ଠିକ୍ ଭାବେ ହୃଦୟର ଯତ୍ନ ନିଆନଯାଏ, ତେବେ ପୁଣି ଥରେ ହୃଦଘାତ ହେବାର ଆଶଙ୍କା ରହିଛି ବୋଲି ଡାକ୍ତର କୁହନ୍ତି।
ତେବେ ହୃଦଘାତ ପରେ କେମିତି ନେବେ ନିଜ ହୃଦୟର ଯତ୍ନ, କ’ଣ କରିବେ, କ’ଣ କରିବେ ନାହିଁ, ସେ ସମ୍ପର୍କରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ମହେଶ ଅଗ୍ରଓ୍ୱାଲଙ୍କଠାରୁ ଅଧିକ ଜାଣିବା ପାଇଁ ଦେଖନ୍ତୁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ।
Tags: #HeartAttack #PostHeartAttackCare #OdiaHealthTips #DoctorsAdvice