ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଡିପ୍ଥେରିଆ ହେଉଛି ବ୍ୟାକ୍ଟେରିଆ ଜନିତ ରୋଗ। ବିଶେଷ କରି ଶିଶୁମାନଙ୍କଠାରେ ଏହି ରୋଗ ଦେଖା ଦେଇଥାଏ।
ଠିକ୍ ସମୟରେ ରୋଗକୁ ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ ଆକ୍ରାନ୍ତ ଶିଶୁ ସୁସ୍ଥ ହୋଇପାରିବ ବୋଲି ଡାକ୍ତର କୁହନ୍ତି।
ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଜାନକୀ ବହ୍ଲଭ ପ୍ରଧାନଙ୍କଠାରୁ ଡିପ୍ଥେରିଆ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Diphtheria #Treatment #OdiaHealthTips #DoctorsAdvice

















