ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ୠତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ମେନୋପଜ ବୋଲି କୁହାଯାଏ। ବେଳେ ବେଳେ ବିଭିନ୍ନ କାରଣ ଯୋଗୁଁ ମେନୋପଜ ପରେ ରକ୍ତସ୍ରାବ ହୋଇଥାଏ।
ତେବେ ମେନୋପଜ ପରେ କାହିଁକି ହୁଏ ରକ୍ତସ୍ରାବ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶିଳ୍ପା ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Menopause #MenopausalBleeding #Treatment #OdiaHealthTips #DoctorsAdvice