ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବିଭିନ୍ନ କାରଣ ପାଇଁ ଗୋଇଠି ଏବଂ ପାଦରେ ଯନ୍ତ୍ରଣା ହୋଇଥାଏ। ଶରୀରରେ ୟୁରିକ ଏସିଡ ବଢ଼ିଯାଇଥିଲେ, ଫ୍ଲାଟ୍ ଫୁଟ୍ ଥିଲେ ଏଭଳି ଅନେକ କାରଣ ଯୋଗୁଁ ଗୋଇଠି ଏବଂ ପାଦରେ ଯନ୍ତ୍ରଣା ହୋଇଥାଏ ବୋଲି ଡାକ୍ତର କୁହନ୍ତି।
ତେବେ ପାଦ ଏବଂ ଗୋଇଠି ଯନ୍ତ୍ରଣାରୁ କିପରି ମୁକ୍ତି ପାଇବେ, ସେ ସମ୍ପର୍କରେ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଦେବାଶିଷ ଷଡଙ୍ଗୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Diphtheria #Treatment #OdiaHealthTips #DoctorsAdvice

















