ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଭାଇରାଲ ଜ୍ୱର ହେଲେ ମୁଣ୍ଡ ବିନ୍ଧିବା, ବାନ୍ତି ଲାଗିବା ତଥା ଥକ୍କା ଲାଗିବା ଭଳି ଲକ୍ଷଣ ଦେଖାଦିଏ। ଯେକୌଣସି ୠତୁରେ ଭାଇରାଲ ଜ୍ୱର ହୋଇପାରେ ବୋଲି ଡାକ୍ତର କୁହନ୍ତି।

ଭାଇରାଲ ଜ୍ୱର କାହିଁକି ହୁଏ, ଏହାର ଚିକିତ୍ସା କେମିତି କରାଯାଏ, ଭେଷଜ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ଜେନା ଏ ସମ୍ପର୍କରେ କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #ViralFever #Treatment #OdiaHealthTips #DoctorsAdvice

Comment