ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କେତେକ ବ୍ୟକ୍ତିଙ୍କର ଝାଳ ଯୋଗୁଁ ଚର୍ମ କୁଣ୍ଡାଇ ହେବା, ଲାଲ ଲାଲ ହୋଇ ଫଳିଯିବା, ପୋଡ଼ିବା ଭଳି ଲକ୍ଷଣ ଦେଖାଦେଇଥାଏ, ଯାହାକୁ ମେଡିକାଲ ଭାଷାରେ ସ୍ୱେଟ୍ ଡର୍ମାଟାଇଟିସ୍ କୁହାଯାଏ।
ଏହି ସମସ୍ୟା ଥିଲେ କେଉଁ ଭଳି ସାବଧାନତା ଅବଲମ୍ବନ କରିବେ, ସେ ସମ୍ପର୍କରେ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #SweatDermatitis #SweatRash #Treatment #OdiaHealthTips #DoctorsAdvice

















