ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଇନସୁଲିନ ହରମୋନ ହେଉଛି ଆମ ଶରୀରର ଏକ ପ୍ରକାରର ଜୀବକୋଷ। ଇନସୁଲିନ ହରମୋନ ଆମ ଶରୀରରୁ କମ କ୍ଷରଣ ହେଲେ ଡାଏବେଟିସ୍ ରୋଗ ହୋଇଥାଏ ବୋଲି ଡାକ୍ତର କୁହନ୍ତି। ତେଣୁ ଇନସୁଲିନ୍ ହରମୋନକୁ ଔଷଧ ଭାବେ ଗ୍ରହଣ କରିବାକୁ ପଡ଼ିଥାଏ।
ଇନସୁଲିନ କିଭଳି କାମ କରେ, ସବୁ ଡାଏବେଟିସ ରୋଗୀଙ୍କୁ ଇନସୁଲିନ୍ ଦରକାର ହୁଏ କି, ଇନସୁଲିନକୁ ନେଇ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ରିତେଶ ଅଗ୍ରଓ୍ଵାଲ କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Diabetes #Insulin #Treatment #OdiaHealthTips #DoctorsAdvice