ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମଣିଷ ଜୀବନ ଏକ ଦୁର୍ଲଭ ଜୀବନ। ଏଥିରେ ଦୁଃଖ, ସୁଖ, ସଂଘର୍ଷ, ସମସ୍ୟା ଓ ବିଭିନ୍ନ ବାଧାବିଘ୍ନ ଥାଏ। କେତେକ ଲୋକ ଏହି ସମସ୍ୟାକୁ ଅତିକ୍ରମ କରି ଜୀବନର ଚଲାପଥରେ ଆଗେଇଚାଲନ୍ତି, ତ କେତେକ ଲୋକ ଏହି ପରିସ୍ଥିତିରେ ହାର ମାନି ଆତ୍ମହତ୍ୟାର ରାସ୍ତା ଆପଣେଇ ଥାଆନ୍ତି।

ତେବେ ଆତ୍ମହତ୍ୟା କ’ଣ ଶେଷ ରାସ୍ତା, ଏହି ଚିନ୍ତାଧାରାକୁ ରୋକିବେ କିପରି, ବରିଷ୍ଠ ମନସ୍ତତ୍ୱବିତ୍‌ ଗୀତା ଦାସଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #SuicidePreventionDay #Suicide #Symptoms #SuicidalBehavior #DoctorsAdvice

LEAVE A REPLY

Please enter your comment!
Please enter your name here