ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆସ୍ଥମା ହେଉଛି ଦୀର୍ଘସ୍ଥାୟୀ ଶ୍ୱାସକ୍ରିୟା ଜନିତ ରୋଗ, ଯାହା ଶ୍ୱାସ କ୍ରିୟାରେ ପ୍ରଦାହ କିମ୍ବା ସଙ୍କୁଚିତ ହେବା ଦ୍ୱାରା ହୋଇପାରେ। ଏଥିଯୋଗୁଁ ପ୍ରଶ୍ୱାସ ନେବାରେ ସମସ୍ୟା, କାଶ ହେବା, ଛାତିରେ କଷ୍ଟ ଅନୁଭବ ଭଳି ଲକ୍ଷଣ ଦେଖାଦିଏ। ପିଲାଙ୍କଠାରେ ଆସ୍ଥମା ହେଲେ ଏହାର ସଠିକ୍ ପରିଚାଳନା କରିବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।
ପିଲାଙ୍କଠାରେ ଆସ୍ଥମା ହେଲେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଆସ୍ଥମା ହେବାର କାରଣ କ’ଣ ଏବଂ କିଭଳି ଏହାର ଚିକିତ୍ସା କରାଯାଏ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେୟମୟୀ ନାୟକଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Asthma #ChildCare #Treatment #OdiaHealthTips #DoctorsAdvice