ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଖାଦ୍ୟପେୟରେ ଅନିୟମିତତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ମଣିଷଠାରେ ବିଭିନ୍ନ ରୋଗ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ଡାଏବେଟିସ୍ ଏବେ ବଡ଼ ସମସ୍ୟା ପାଲଟିଛି। ଘରେ ଘରେ କାହାକୁ ନା କାହାକୁ ଡାଏବେଟିସ୍ ହୋଇଥିବା ଦେଖିବାକୁ ମିଳୁଛି।

ଡାଏବେଟିସ୍‌ ବା ମଧୁମେହ ନିୟନ୍ତ୍ରଣ କରିବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।

ଡାଏବେଟିସକୁ କିପରି ରୋକିବେ, କେମିତି ଏହାର ଚିକିତ୍ସା କରିବେ, ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ମଧୁସ୍ମିତା ସାହୁଙ୍କଠାରୁ ଡାଏବେଟିସ୍‌ କଣ୍ଟ୍ରୋଲ କରିବାର ଉପାୟ ବିଷୟରେ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #OdiaHealthTips #DoctorsAdvice #Exercise #Treatment

Comment