ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ବେଳେ ବେଳେ ପରିସ୍ରାରେ ରକ୍ତ ପଡ଼ିଥାଏ। ପରିସ୍ରାରେ ରକ୍ତ ପଡ଼ିବାକୁ ହେମାଚୁରିଆ ବୋଲି କୁହାଯାଏ। ସାଧାରଣତଃ ପରିସ୍ରାନଳୀରେ ସଂକ୍ରମଣ ଯୋଗୁଁ ଏହି ସମସ୍ୟା ହୋଇପାରେ। ଏହା ବ୍ୟତୀତ ଏହାର ଅନେକ କାରଣ ରହିଛି ବୋଲି ଡାକ୍ତର କୁହନ୍ତି।
ପରିସ୍ରାରେ କାହିଁକି ରକ୍ତ ପଡ଼େ ଓ ପରିସ୍ରାରେ ରକ୍ତ ପଡ଼ିଲେ କେଉଁ ସବୁ ଜଟିଳତା ଦେଖାଦିଏ, ସେ ସମ୍ପର୍କରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁମନ୍ତ କୁମାର ମିଶ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #BloodineUrin #UrineInfection #Treatment #OdiaHelthTips #DoctorsAdvice
















