ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଛାତିରେ ହେଉଥିବା ଯନ୍ତ୍ରଣାକୁ ଅନେକ ସମୟରେ ଲୋକେ ଦ୍ଵନ୍ଦ୍ଵରେ ପଡ଼ିଯାଆନ୍ତି। ଛାତି ଯନ୍ତ୍ରଣାର କାରଣ ଗ୍ୟାସ ନା ହୃଦରୋଗ ଜାଣିପାରନ୍ତି ନାହିଁ। ଆଞ୍ଜାଇନା ହେଉଛି ଏକ ପ୍ରକାର ହାର୍ଟ ସମସ୍ୟା। ଏଥିଯୋଗୁଁ ଛାତିରେ ଯନ୍ତ୍ରଣା ହୋଇଥାଏ ଏବଂ ଲୋକ ଏହାକୁ ଗ୍ୟାସ୍ ସମସ୍ୟା ଭାବି ଅବହେଳା କରିଦେଇଥାନ୍ତି ବୋଲି ଡାକ୍ତର କୁହନ୍ତି।
ଛାତିରେ ଯନ୍ତ୍ରଣା ହେଲେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସଠିକ ପରୀକ୍ଷା ଏବଂ ଚିକିତ୍ସା କରାଇବା ଜରୁରୀ। ଏ ସମ୍ପର୍କରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ସ୍ୱେତାଙ୍କ ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #IschemicChestpain #Angina #HeartProblem #Treatment #OdiaHelthTips #DoctorsAdvice


















