ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପଲମୋନାରି ଫାଇବ୍ରୋସିସ୍‌ ହେଉଛି ଫୁସ୍‌ଫୁସ୍‌ ଜନିତ ସମସ୍ୟା। ଏଥିରେ ଫୁସ୍‌ଫୁସ୍‌ର ମାଂସପେଶୀ ଟାଣ ହୋଇଯାଏ। ଫଳରେ ଧଇଁସଇଁ ଲାଗିବା, ଅଳ୍ପ କାର୍ଯ୍ୟ କଲେ ଥକିଯିବା ଭଳି ଲକ୍ଷଣ ଦେଖାଦିଏ।

ପଲମୋନାରି ଫାଇବ୍ରୋସିସ୍ କ’ଣ, ପଲମୋନାରି ଫାଇବ୍ରୋସିସ୍ କାହିଁକି ହୁଏ ଏବଂ ଏହାର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ଫୁସ୍‌ଫୁସ୍‌ ରୋଗ ବିଶେଷଜ୍ଞ ଡାକ୍ତର ଶରତ କୁମାର ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #PulmonaryFibrosis #Diagnosis #Prevention #Treatment #OdiaHelthTips #DoctorsAdvice

Comment