ଓଡ଼ିଶାଲାଇଭ୍ ବ୍ୟୁରୋ

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା କାହାକୁ ଡାଏବେଟିସ୍ ବା ମଧୁମେହ ହେଉଥିବା ଦେଖୁବାକୁ ମିଳୁଛି।

ଡାଏବେଟିସ୍‌ ବିଭିନ୍ନ ଦୁରାରୋଗ୍ୟର କାରଣ ପାଲଟୁଛି। ଡାଏବେଟିସ୍ ପରିଚାଳନା କରିବାରେ ଆପଣଙ୍କ ଖାଦ୍ୟଶୈଳୀ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

କେତେକ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ ସ୍ତର ବଢ଼ିଯାଏ ଏବଂ ଅନେକ ଜଟିଳତାର ସାମ୍ନା କରିବାକୁ ପଡ଼ିଥାଏ। ଆସନ୍ତୁ, ଖାଦ୍ୟ ବିଶେଷଜ୍ଞ ସୁଶ୍ରୀ ସଙ୍ଗୀତା ଜେନାଙ୍କଠାରୁ ଡାଏବେଟିସ୍‌ ପରିଚାଳନା ବିଷୟରେ ଅଧିକ ଜାଣିବା।

Tags: #Diabetes #DietManagement #Healthcare #OdiaHealthTips

Comment