ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ କାନରେ ସଂକ୍ରମଣ ଯୋଗୁଁ ପୁଜ ବାହାରିଥାଏ। ଏହା ସହ କାନରେ ଆଘାତ ଲାଗିବା କିମ୍ବା  କୌଣସି ଜିନିଷ କାନ ପରଦାରେ ମାଡ଼ ହେଲେ ମଧ୍ୟ କାନରୁ ପୁଜ ବାହାରିଥାଏ। ବେଳେ ବେଳେ କାନରୁ ପୁଜ, ପାଣି ବାହାରିବା ସହ ଦୁର୍ଗନ୍ଧ ବି କରିଥାଏ। ଏଥିରେ ଡରି ନଯାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି।

କାନରୁ ପୁଜ ବାହାରିଲେ ଅନ୍ୟ କେଉଁ ସମସ୍ୟା ଦେଖାଦିଏ ଏବଂ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ କର୍ଣ୍ଣ, ନାଶା, ଗଳା ବିଶେଷଜ୍ଞ ଡାକ୍ତର ରୋହିତ ଅଗ୍ରଓ୍ୱାଲଙ୍କଠାରୁ ଅଧିକ  ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #PusinEar #Infection #Treatment #OdiahealthTips #DoctorsAdvice

Comment