ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କିଛି ବ୍ୟକ୍ତିଙ୍କୁ କେତେକ ଖାଦ୍ୟରୁ ଆଲର୍ଜି ହୋଇଥାଏ। ଏହାକୁ ଫୁଡ ଆଲର୍ଜି କୁହାଯାଏ।
ଫୁଡ ଆଲର୍ଜି କ’ଣ, କାହିଁକି ହୁଏ, ଫୁଡ ଆଲର୍ଜି ହେଲେ କେଉଁ ସବୁ ଲକ୍ଷଣ ଦେଖାଯାଏ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସନ୍ଦୀପ କୁମାର ରଥଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #FoodAllergy #Symptoms #Treatment #OdiahealthTips #DoctorsAdvice

















