ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା କାହାକୁ ଡାଏବେଟିସ୍ ବା ମଧୁମେହ ହେଉଥିବା ଦେଖୁବାକୁ ମିଳୁଛି।

ଡାଏବେଟିସ୍‌ ବିଭିନ୍ନ ଦୁରାରୋଗ୍ୟର କାରଣ ପାଲଟୁଛି। ଡାଏବେଟିସ୍ ପରିଚାଳନା କରିବାରେ ଆପଣଙ୍କ ଖାଦ୍ୟଶୈଳୀ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ତେବେ ଡାଏବେଟିସ୍ କାହିଁକି ହୁଏ, କେଉଁ କେଉଁ ଲକ୍ଷଣ ଦେଖାଦେଲେ ଡାଏବେଟିସ ପରୀକ୍ଷା କରାଇବା, ସେ ସମ୍ପର୍କରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ରିତେଶ କୁମାର ଅଗୱାଲଙ୍କଠାରୁ ଜାଣିବା ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #DietManagement #Treatment #Healthcare #OdiaHealthTips

Comment