ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ୠତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ମେନୋପଜ ବୋଲି କୁହାଯାଏ। ବେଳେ ବେଳେ ବିଭିନ୍ନ କାରଣ ଯୋଗୁଁ ମେନୋପଜ ପରେ ରକ୍ତସ୍ରାବ ହୋଇଥାଏ।
ମେନୋପଜ୍ କ’ଣ, କେଉଁ ବୟସରେ ମହିଳାମାନଙ୍କର ପିରିୟଡ୍ସ ବନ୍ଦ ହୋଇଥାଏ, ପିରିୟଡ୍ସ ବନ୍ଦ ହେବା ପରେ ସ୍ୱାସ୍ଥ୍ୟରେ କ’ଣ ସବୁ ଜଟିଳତା ଦେଖାଦିଏ, ସେ ସମ୍ପର୍କରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶବରି ଭଟ୍ଟାଚାର୍ଯ୍ୟଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Menopause #Periods #HealthCare #OdiahealthTips #DoctorsAdvice

















