ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସାଧାରଣତଃ କୋଳ ଯାଦୁ ଜଙ୍ଘ ଓ ଏହାର ଆଖପାଖ ସ୍ଥାନରେ ହୋଇଥାଏ। ତେବେ ଯାଦୁ ଶରୀରର ଯେକୌଣସି ସ୍ଥାନରେ ହୋଇପାରେ। ଠିକ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ଧୀରେ ଧୀରେ ଆକାରରେ ବୃଦ୍ଧି ପାଇଥାଏ। ତେଣୁ ଏହାର ଚିକିତ୍ସା କରିବା ଜରୁରୀ ବୋଲି ଡାକ୍ତର କୁହନ୍ତି।
କୋଳ ଯାଦୁ କ’ଣ, କାହିଁକି ହୋଇଥାଏ, କୋଳ ଯାଦୁର ଲକ୍ଷଣ କ’ଣ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଦେବସ୍ମିତା ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #JockItch #TineaCruis #Symptoms #Treatment #OdiahealthTips #DoctorsAdvice

















