ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପ୍ରତ୍ୟେକ ମଣିଷର ବାୟୁ ଯିବା ଏକ ସାଧାରଣ ସମସ୍ୟା। ହେଲେ ଏହା ଅତ୍ୟଧିକ ହେଲେ ସମସ୍ୟା ବଢ଼ିବାର ସମ୍ଭାବନା ରହିଛି।
ବାୟୁ ଦୋଷ ହେବାର କାରଣ କ’ଣ, ଏଥିରୁ କେମିତି ମୁକ୍ତି ପାଇବେ ଏବଂ କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବେ, ସେ ସମ୍ପର୍କରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Flatulence #Treatment #Healthcare #OdiaHealthTips

















