ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ଏବେ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଉଛି। ଏଥିମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା କାହାକୁ ଡାଏବେଟିସ୍ ବା ମଧୁମେହ ହେଉଥିବା ଦେଖୁବାକୁ ମିଳୁଛି।
ଅନିୟନ୍ତ୍ରିତ ଡାଏବେଟିସ୍ ବିଭିନ୍ନ ଜଟିଳତାର କାରଣ ହୋଇପାରେ। ଡାଏବେଟିସ୍ ପୀଡ଼ିତଙ୍କ ଆଖିକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ଅନେକ ସମୟରେ ଏହା ଜଟିଳ ଚକ୍ଷୁ ସମସ୍ୟାର କାରଣ ପାଲଟେ ବୋଲି ଡାକ୍ତର କୁହନ୍ତି।
ଡାଇବେଟିସ ରୋଗୀଙ୍କର ଚକ୍ଷୁ ସମସ୍ୟା ଥିଲେ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Diabetes #DietManagement #EyeProblem #Treatment #Healthcare #OdiaHealthTips