ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ତଥା ହରମୋନ ଅସନ୍ତୁଳନ ଯୋଗୁଁ ପିରିୟଡସ୍‌ରେ ଅସୁବିଧା ହୋଇଥାଏ। ଅନେକ ମହିଳା ଏବଂ ଯୁବତୀ ପିସିଓଏସ୍‌ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ତେବେ କେଉଁ କାରଣ ଯୋଗୁଁ ପିସିଓଏସ ସମସ୍ୟା ଦେଖାଦିଏ, କିପରି ଏହାକୁ ଚିହ୍ନିବେ, ପିସିଓଏସ ଯୋଗୁଁ କ’ଣ ସବୁ ଜଟିଳତା ହୋଇପାରେ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିଓ୍ୱାରୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #PCOS #Symptoms #Treatment #Healthcare #OdiaHealthTips

Comment