ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଧିକାଂଶ ସମୟରେ କିଛି ବ୍ୟକ୍ତିଙ୍କର କୌଣସି କଥା ମନେ ରୁହେ ନାହିଁ। ଧୀରେ ଧୀରେ ଏହି ସମସ୍ୟା ବଢ଼ିବା ସହ ନିତିଦିନିଆ କାମ କରିବାକୁ ମଧ୍ୟ ମନେ ରୁହେ ନାହିଁ। ଏହା ଅଲଜାଇମର ରୋଗର ଲକ୍ଷଣ। ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ମନେ ରଖିବା ଶକ୍ତି ଧୀରେ ଧୀରେ କମିଯାଏ। ଠିକ୍ ସମୟରେ ଅଲଜାଇମର ରୋଗର ଚିକିତ୍ସା କରାଇବା ଜରୁରୀ ବୋଲି ଡାକ୍ତର କୁହନ୍ତି।

ତେବେ ଅଲଜାଇମର କ’ଣ, କାହିଁକି ଅଲଜାଇମର ହୁଏ, ଏହାର ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ସୁଶାନ୍ତ କୁମାର ଖିଲାରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #AlzheimerDisease #Symptoms #Treatment #Healthcare #OdiaHealthTips

Comment