ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କ୍ରୋନିକ କିଡନି ରୋଗ (ସିକେଡି) ହେଉଛି ସମୟ କ୍ରମେ ଧୀରେ ଧୀରେ କିଡନିର କାର୍ଯ୍ୟକ୍ଷମତା ହ୍ରାସ ପାଇବା। ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ଭଳି ବିଭିନ୍ନ ରୋଗ ଯୋଗୁଁ କିଡନି ରୋଗ ହେବାର ସମ୍ଭାବନା ରହିଛି।
ଠିକ ସମୟରେ କିଡନି ରୋଗକୁ ଚିହ୍ନଟ କରି ଏହାର ଚିକିତ୍ସା କରାଗଲେ କିଡନି ଫେଲ୍ୟୁୟର ଭଳି ଜଟିଳତାକୁ ରୋକି ହେବ ବୋଲି ଡାକ୍ତର କୁହନ୍ତି।
କ୍ରୋନିକ କିଡନି ରୋଗ କ’ଣ, ଏହାର କାରଣ, ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ବିସ୍ତୃତ ଭାବେ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #ChronicKidneyDisease #Symptoms #Treatment #Healthcare #OdiaHealthTips

















