ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ନବଜାତ ଶିଶୁଙ୍କ ମେଟାବୋଲିଜିମ୍‌ ବା ପାଚନ ସମସ୍ୟା ହେଉଛି ଏକ ପ୍ରକାର ବଂଶଗତ ରୋଗ। ଏଥିଯୋଗୁଁ ନବଜାତ ଶିଶୁ ଜନ୍ମରୁ ଖାଦ୍ୟ ହଜମ କରିବାରେ ସମସ୍ୟା ହୋଇଥାଏ।

ମେଟାବୋଲିଜିମ୍ ରୋଗରେ ପୀଡ଼ିତ ଶିଶୁର ପେଟ ଫୁଲିବା, ଖାଦ୍ୟ ହଜମ ନହେବା, ବାରମ୍ବାର ବାନ୍ତି ଲାଗିବା ଭଳି ବିଭିନ୍ନ ଲକ୍ଷଣ ଦେଖାଯାଏ ବୋଲି ଡାକ୍ତର କୁହନ୍ତି।

ନବଜାତ ଶିଶୁଙ୍କ ପାଚନ ସମସ୍ୟା କାହିଁକି ହୁଏ, ଜନ୍ମରୁ ଶିଶୁର ପାଚନଗତ ସମସ୍ୟା ଥିଲେ କେମିତି ଯତ୍ନନେବେ, ଶିଶୁଙ୍କ ପାଚନ ସମସ୍ୟାକୁ କେମିତି ରୋକି ହେବ, ସେ ସମ୍ପର୍କରେ ହେମାଟୋ-ଅଙ୍କୋଲୋଜିଷ୍ଟ ଡାକ୍ତର ରାକା ହୋତାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Metabolism #Newbornbaby #Symptoms #Treatment #Healthcare #OdiaHealthTips

Comment