ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଥାଲାସେମିଆ ଏକ ସାଙ୍ଘାତିକ ରୋଗ। ଜନ୍ମରୁ ଶିଶୁଟିଏ ଏହି ରୋଗକୁ ସାଙ୍ଗରେ ନେଇ ଆସିଥାଏ। ଏହି ରୋଗକୁ ଠିକ ସମୟରେ ଚିହ୍ନିବା ଏବଂ ଚିକିତ୍ସା କରିବା ନିହାତି ଦରକାର ବୋଲି ଡାକ୍ତର କୁହନ୍ତି।
ଥାଲାସେମିଆ କ’ଣ, କେତେ ପ୍ରକାର, ଥାଲାସେମିଆ ହେବାର କାରଣ କ’ଣ, ଥାଲାସେମିଆ ରୋଗୀଙ୍କଠାରେ କ’ଣ ସବୁ ଜଟିଳତା ଦେଖାଯାଏ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ସମ୍ପର୍କରେ ହେମାଟୋଲୋଜିଷ୍ଟ ଡାକ୍ତର ସତରୂପା ମହାପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Thalassemia #Symptoms #Causes #Treatment #Healthcare #OdiaHealthTips