ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମହିଳାଙ୍କର ପେଲଭିକ୍ ମାଂସପେଶୀ ଦୁର୍ବଳ ହୋଇଯାଏ, ସେତେବେଳେ ଜରାୟୁ ଖସିଯାଏ, ଯାହାକୁ ଜରାୟୁ ଖସିଯିବା ବା ୟୁଟେରାଇନ୍ ପ୍ରୋଲାପ୍ସ ବୋଲି କୁହାଯାଏ।
ଜରାୟୁ ଖସିବା ବା ୟୁଟେରାଇନ୍ ପ୍ରୋଲାପ୍ସ କ’ଣ, କେଉଁମାନଙ୍କର ଜରାୟୁ ଖସିବାର ଆଶଙ୍କା ରହିଛି, ୟୁଟେରାଇନ ପ୍ରୋଲାପ୍ସର ଚିକିତ୍ସା କିପରି କରାଯାଏ, ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଭାରତ ଭୂଷଣ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #UterineProlapse #Causes #Treatment #Healthcare #OdiaHealthTips