ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କଥା କହିଲା ବେଳେ କିଛି ଲୋକଙ୍କର ପାଟି ଲାଗିଥାଏ। ପାଟି ଲାଗିବା ବା ଖନେଇ ଖନେଇ କଥା ହେବା ଏକ ସମସ୍ୟା ବୋଲି ଡାକ୍ତର କୁହନ୍ତି।

କଥା କହିଲା ବେଳେ ପାଟି ଲାଗିବାର କାରଣ କ’ଣ ଏବଂ କିପରି ଏହି ସମସ୍ୟାକୁ ଠିକ୍‌ କରିହେବ, ସେ ସମ୍ପର୍କରେ ଅଡିଓଲୋଜିଷ୍ଟ ଓ ସ୍ପିଚ୍‌ ଥେରାପିଷ୍ଟ ଲୋପାମୁଦ୍ରା ତ୍ରିପାଠୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Stuttering #Stammering #Causes #Treatment #Healthcare #OdiaHealthTips

Comment