ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କେବଳ ବଡ଼ ନୁହନ୍ତି, ଶିଶୁଙ୍କଠାରେ ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଇଥାଏ। ପିଲାଙ୍କଠାରେ କୋଷ୍ଠକାଠିନ୍ୟ ଲକ୍ଷଣକୁ ଠିକ ସମୟରେ ଚିହ୍ନି ଚିକିତ୍ସା କରାଗଲେ ଏଥିଯୋଗୁଁ ସୃଷ୍ଟି ହେଉଥିବା ଜଟିଳତାକୁ ଏଡ଼ାଇ ହେବ ବୋଲି ଡାକ୍ତର କୁହନ୍ତି।
ତେବେ ଛୋଟପିଲାଙ୍କର କୋଷ୍ଠକାଠିନ୍ୟ କାହିଁକି ହୁଏ, ପିଲାଙ୍କ କୋଷ୍ଠକାଠିନ୍ୟକୁ କେମିତି ଚିହ୍ନିବେ ଏବଂ ପିଲାଙ୍କ କୋଷ୍ଠକାଠିନ୍ୟର ଚିକିତ୍ସା କିପରି କରାଯାଏ, ସେ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହମୟୀ ନାୟକଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Constipation #ConstipationinChildren #Causes #Treatment #Healthcare #OdiaHealthTips

















