ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଷ୍ଟିଓପୋରସିସ୍ ହେଉଛି ହାଡ଼ର ସମସ୍ୟା। ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ଗୁଡ଼ିକରେ ଛୋଟ ଛୋଟ ଛିଦ୍ର ହୋଇ, ହାଡ଼ ଦୁର୍ବଳ ହୋଇପଡ଼େ ବା ହାଡ଼ ଫମ୍ପା ହୋଇଯାଏ। ଫଳରେ ଅଳ୍ପ ଆଘାତରେ ହାଡ଼ ଭାଙ୍ଗିଯିବାର ଆଶଙ୍କା ରହିଥାଏ ବୋଲି ଡାକ୍ତର କୁହନ୍ତି।

ତେବେ ଏହି ସମସ୍ୟାକୁ ରୋକିବା ପାଇଁ କ’ଣ କରିବା ଦରକାର, ସେ ସମ୍ପର୍କରେ ବିଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପଣ୍ଡା କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Osteoporosis #Causes #Treatment #Healthcare #OdiaHealthTips

Comment