ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହାର୍ଟ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ। ହାର୍ଟ ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ସଞ୍ଚାଳନା କରିଥାଏ। ଯଦି କୌଣସି କାରଣରୁ ହୃତ୍‌ପିଣ୍ଡରେ ସମସ୍ୟା ଦେଖାଯାଏ, ତେବେ ହାର୍ଟ ଆଟାକ୍ ହେବାର ଆଶଙ୍କା ରହିଥାଏ ବୋଲି ଡାକ୍ତର କୁହନ୍ତି।

ବୟସ୍କ ହୁଅନ୍ତୁ କି ଯୁବକ ଏବେ ହାର୍ଟ ଆଟାକ୍ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି। ତେବେ ଯୁବାବସ୍ଥାରେ ହାର୍ଟ ଆଟାକ୍‌ ହେବାର କାରଣ କ’ଣ, ହାର୍ଟ ଆଟାକ୍‌କୁ ଚିହ୍ନିବେ କିପରି, ଏ ସମସ୍ତ ବିଷୟରେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HeartAttack #Causes #Treatment #Healthcare #OdiaHealthTips

Comment