ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପେରିଫେରାଲ ନ୍ୟୁରୋପାଥି ହେଉଛି ସ୍ନାୟୁ ଜନିତ ସମସ୍ୟା। ଆମ ଶରୀରରେ ଥିବା ସ୍ନାୟୁ ମଣ୍ଡଳ ବା ନର୍ଭସ ସିଷ୍ଟମ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସ୍ନାୟୁରେ କୌଣସି ସମସ୍ୟା କିମ୍ବା ରୋଗ ହେଲେ, ଏହାକୁ ନ୍ୟୁରୋପାଥି ବୋଲି କୁହାଯାଏ।
ସାଧାରଣତଃ ପେରିଫେରାଲ ନ୍ୟୁରୋପାଥିରେ ହାତ ଗୋଡ଼ ଝିମ୍ ଝିମ୍ ହୋଇପାରେ, କାଲୁଆ, ବଧିରା ପଡ଼ିଯିବା ଭଳି ଲକ୍ଷଣ ଦେଖାଦେଇଥାଏ ବୋଲି ଡାକ୍ତର କୁହନ୍ତି।
ପେରିଫେରାଲ ନ୍ୟୁରୋପାଥି କ’ଣ, କାହାକୁ ହୋଇପାରେ ପେରିଫେରାଲ ନ୍ୟୁରୋପାଥି ଓ ଏହାର ଚିକିତ୍ସା କିପରି କରାଯାଏ, ସେ ସମ୍ପର୍କରେ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଲୁଲୁପ କୁମାର ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #PeripheralNeuropathy #Causes #Treatment #Healthcare #OdiaHealthTips

















