ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କରେ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ କେତେ ରତ୍ନ ଅଛି, ଏହି ରତ୍ନ ସବୁ ଆସିଲା କେଉଁଠୁ, ରତ୍ନ ଭଣ୍ଡାରକୁ ନେଇ ଏଭଳି ଅନେକ କଥା।

ଶ୍ରୀମନ୍ଦିର ରତ୍ନଭଣ୍ଡାର ବିଷୟରେ ଓଡ଼ିଶାଲାଇଭ୍ ସହ ଆଲୋଚନା କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡକ୍ଟର ହରିହର କାନୁନଗୋ। ଦେଖନ୍ତୁ ଭିଡିଓ।

Tag: #Ratnabhandar #ShreeJagannath #Puri #ShreeMandira #Odisha

Comment