ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯେକୌଣସି ବୟସରେ ହାର୍ନିଆ ହୋଇପାରେ। ବୟସ୍କଙ୍କ ସହ ଛୋଟ ପିଲାଙ୍କଠାରେ ମଧ୍ୟ ହାର୍ନିଆ ହୋଇପାରେ ବୋଲି ଡାକ୍ତର କୁହନ୍ତି।

ତେବେ ଛୋଟ ପିଲାଙ୍କଠାରେ ହାର୍ନିଆ ହେବାର କାରଣ କ’ଣ, ହାର୍ନିଆ ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ, ଏହାର ଚିକିତ୍ସା କେମିତି କରାଯାଏ, ଚିକିତ୍ସା ପରେ ପୁଣି ଥରେ ହାର୍ନିଆ ହୋଇପାରେ କି, ଏ ସମସ୍ତ ବିଷୟରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ବନୋଜ କୁମାର ରାୟ କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Hernia #Children #Treatment #Healthcare #OdiaHealthTips

LEAVE A REPLY

Please enter your comment!
Please enter your name here