ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପିରିୟଡସ୍‌ ବେଳେ ଅସହ୍ୟ ଯନ୍ତ୍ରଣାକୁ ଡିସ୍‌ମେନୋରିଆ କୁହାଯାଏ। ଏହାର କାରଣ ଭିନ୍ନ ଭିନ୍ନ ହୋଇଥାଏ ବୋଲି ଡାକ୍ତର କୁହନ୍ତି।

ପିରିୟଡସ୍ ବେଳେ ଅସହ୍ୟ ଯନ୍ତ୍ରଣା କହିଁକି ହୁଏ ଓ ଯନ୍ତ୍ରଣାଦାୟକ ପିରିୟଡସ୍‌ର ଚିକିତ୍ସା କେମିତି କରାଯାଏ, ସେ ସମ୍ପର୍କରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭରତ ଭୂଷଣଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Periods #PainfulPeriods #Dysmenorrhea #Treatment #Healthcare #DoctorsAdvice #OdiaHealthTips

LEAVE A REPLY

Please enter your comment!
Please enter your name here