ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ମଣିଷ ଶରୀରରେ ବିଭିନ୍ନ ରୋଗ ଦେଖାଦେଉଛି। ଏହା ମଧ୍ୟରେ ସବୁଠାରୁ ଆଗରେ ରହିଛି ଡାଏବେଟିସ୍। ଏବେ ଘରେ ଘରେ କାହାକୁ ନା କାହାକୁ ଡାଇବେଟି ହୋଇଥିବା ଦେଖିବାକୁ ମିଳୁଛି।

ଡାଇବେଟିସ୍ ବା ମଧୁମେହ ରୋଗୀ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କାରଣ ଡାଏବେଟିସ୍ ରୋଗୀ ଯାହା ଖାଉଛନ୍ତି, ତା’ର ପ୍ରଭାବ ଶରୀରର ଇନ୍‌ସୁଲିନ୍‌ ଉପରେ ସିଧାସଳଖ ପଡ଼ିଥାଏ ବୋଲି ଡାଏଟିସିଆନ୍ କୁହନ୍ତି।

ଡାଏବେଟିସ୍ ରୋଗୀ କ’ଣ ଖାଇବା ଦରକାର କ’ଣ ନୁହେଁ, ସେ ସମ୍ପର୍କରେ ଡାଏଟିସିଆନ୍‌ ସ୍ୱାତୀ ମହାନ୍ତିଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetics #DietForDiabetics #HealthyDiet #Healthcare #DoctorAdvice #OdiaHealthTips

Comment