ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହ୍ୟୁମାନ୍‌ ପାପିଲୋମା ଭାଇରସ୍ (HPV) ହେଉଛି ଏକ ଯୌନ ସଞ୍ଚାରିତ ରୋଗ, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିଥାଏ। ଏହି ହ୍ୟୁମାନ୍‌ ପାପିଲୋମା ଭାଇରସ୍ ଯୋଗୁଁ ମହିଳାଙ୍କଠାରେ ଅନେକ ସମସ୍ୟା ହୋଇପାରେ ବୋଲି ଡାକ୍ତର କୁହନ୍ତି।

ଏହି ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏଚ୍‌ପିଭି ଟିକା ମଧ୍ୟ ଉପଲବ୍ଧ ରହିଛି। ତେବେ ହ୍ୟୁମାନ ପାପିଲୋମା ଭାଇରସ କ’ଣ, ଏଚପିଭି ଟିକା ନନେଲେ କ’ଣ ସମସ୍ୟା ହୋଇପାରେ ଏବଂ ଏଚପିଭି ଟିକା ନେବାର ଫାଇଦା କ’ଣ, ସେ ସମସ୍ତ ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HumanPapillomavirus #HPV #Treatment #HPVVaccine #DoctorAdvice #OdiaHealthTips

Comment