ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅଧିକ ଦିନ ଧରି କୋଷ୍ଠକାଠିନ୍ୟ ଲାଗିରହିଲେ ଏହା ମଳକଣ୍ଟକ ଓ ଅର୍ଶ ଆଡ଼କୁ ଗତି କରିଥାଏ। ତେଣୁ କୋଷ୍ଠକାଠିନ୍ୟ ସମସ୍ୟାର ନିରାକରଣ କରିବା ନିହାତି ଜରୁରୀ ବୋଲି ଡାକ୍ତର କୁହନ୍ତି।
ତେବେ ମଳକଣ୍ଟକ କ’ଣ, ପ୍ରାଥମିକ ଅବସ୍ଥାରୁ ମଳକଣ୍ଟକ ସମସ୍ୟାକୁ ଚିହ୍ନିବେ କେମିତି, ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #AnalFissure #Symptoms #Treatment #DoctorsAdvice #OdiaHealthTips